ସୁଦୀକ୍ଷ୍ୟାର କିଛି ସୁବିଧା
ଚିତ୍ରକଳା (Graphics) ର ବ୍ୟବହାର
ଏଠାରେ ଆମେ ପାଠ୍ୟକୁ ଚିତ୍ରକଳା (Graphics) ର ବ୍ୟବହାର କରିଥାଉ, ଯାହା ଦ୍ଵାରା ଗଣିତ, ବିଜ୍ଞାନ, ଇଂଗ୍ରାଜ଼ୀ ବିଷୟକୁ ସହଜରେ ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟ ବୁଝିବା ଏବଂ ମନେରଖିବାରେ ସହଜ ହୋଇଥାଏ I
E-Learning ମାଧ୍ୟମରେ ପଢିବା
ଏଠାରେ ବିଦ୍ୟାଳୟ ପାଠ ପରେ ସେହି ପାଠକୁ E-Learning ମାଧ୍ୟମରେ ମଜାରେ ପଢିବା ଦ୍ଵାରା ପିଲାମାନଙ୍କର ପାଠ ପଢିବାର ଇଚ୍ଛା ସକ୍ତି ଜାଗ୍ରତ ହୁଏ I
ସମସ୍ତ ପ୍ରଶ୍ନର ଉତ୍ତର ଭିଡ଼ିଓ ମାଧ୍ୟମରେ
ଏଠାରେ ପାଠ୍ୟ ପୁସ୍ତକରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଅଭିଜ୍ଞ ଗୁରୁଜୀ ଏବଂ ଗୁରୁମାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଅଛି, ଯାହାକି ପିଲାମାନଙ୍କୁ ସମସ୍ତ ପ୍ରଶ୍ନର ସମାଧାନ ବୁଝିବାରେ ଏବଂ କରିବାରେ ସହାୟକ ପ୍ରଦାନ କରିବ I
ଚିତ୍ରକଳା (Graphics) ର ବ୍ୟବହାର
ଏଠାରେ ଆମେ ପାଠ୍ୟକୁ ଚିତ୍ରକଳା (Graphics) ର ବ୍ୟବହାର କରିଥାଉ, ଯାହା ଦ୍ଵାରା ଗଣିତ, ବିଜ୍ଞାନ, ଇଂଗ୍ରାଜ଼ୀ ବିଷୟକୁ ସହଜରେ ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟ ବୁଝିବା ଏବଂ ମନେରଖିବାରେ ସହଜ ହୋଇଥାଏ I
Get Free Demo
ଆମର ମୋବାଇଲ ଆପଟିକୁ ବ୍ୟବହାର କରିବାପାଇଁ "Download Our App" ଟିକୁ କ୍ଲିକ କରନ୍ତୁ I
ଆମ ବିଷୟରେ କ'ଣ କୁହନ୍ତି ?
ସ୍କୁଲ ସାର ଅଥବା ଟିଉସନ ସାର ସବୁବେଳେ ଆମକୁ ପାଠ ବୁଝେଇବା ପାଇଁ ରୁହନ୍ତି ନାହିଁ, କିନ୍ତୁ ସୁଦୀକ୍ଷ୍ୟା ଆମ ସହିତ ଦିନ ରାତି ସବୁବେଳେ ପାଠ ବୁଝେଇବା ପାଇଁ ଥାଏ । ଧନ୍ୟବାଦ ସୁଦୀକ୍ଷ୍ୟା !!
Aadyasha Hota (Class-IV)
Student of SSVM-Baramundaଆଗରୁ ମୁଁ ଦୀପ୍ତି ପାଇଁ ବହୁତ ଚିନ୍ତିତ ରହୁଥିଲି କହିଁକିନା ସେ ସବୁବେଳେ ଏଠୁସେଠୁ ଟିପିକରି ପ୍ରଶ୍ନ ଉତ୍ତର ଲେଖେ, କିନ୍ତୁ ଏବେ ମୁଁ ବହୁତ ଖୁସି କାରଣ ସେ ସୁଦୀକ୍ଷ୍ୟାରୁ ସବୁ ପ୍ରଶ୍ନର ଉତ୍ତର ବୁଝିକି ଲେଖୁଛି l
Mrs. Swarnalata Sahoo
Guardianଓମ ଶାନ୍ତି! ମୁଁ ଦୀର୍ଘ ୧୧ ବର୍ଷ ହେବ ଶିକ୍ଷକତା କରୁଅଛି, ଆଉ ଏବେର ପଢାଶୈଳୀ ଅନୁସାରେ ପିଲାମାନଙ୍କ ପରୀକ୍ଷା ଏବଂ ପାଠପଢାପ୍ରତି ଡର ଛାଡିବା ନିତ୍ୟାନ୍ତ ଆବଶ୍ୟକ l ଏବଂ ମୋର ଅଭିଜ୍ଞାତ ଅନୁସାରେ ଏଥିପାଇଁ ସୁଦୀକ୍ଷ୍ୟା ହିଁ ଏକମାତ୍ର ମାର୍ଗ...
Mr. Akshya Kumar Jena
Teacher at SSVM-Niladri Viharପ୍ରଥମେ ପ୍ରଥମେ ତ ମୋତେ ଲାଗିଥିଲା କି ଏ Mobile ରେ କି ପାଠପଢା? କିନ୍ତୁ ଏବେ ମୋ ପୁଅ ଶୁଭମ ପଢାରେ ଉର୍ନତି ଦେଖି ମୁଁ ବୁଝିପାରୁଛି କି ଶୁଭମର ସ୍କୁଲ ସାର ଠିକ କହୁଥିଲେ ଯେମିତି PhonePe ଆଉ Google Pay ଆମ ପାଇଁ ଦରକାର ଠିକ ସେମିତି ସୁଦୀକ୍ଷ୍ୟା ପିଲାମାନଙ୍କ ପାଇଁ ନିହାତି ଦରକାର ...
Mr. Keshab Chandra Das
GuardianRecognized By
Sudikshya Learning Private Limited is a pioneering EdTech company that is transforming the educational landscape in Odisha through its cutting-edge digital platform. With a focus on delivering high-quality, interactive, and engaging e-learning content, Sudikshya is dedicated to helping students from Nursery to Class X excel academically. The platform is designed to be user-friendly and accessible, ensuring that students can easily navigate through a wide range of educational resources tailored to their specific needs and learning styles. By integrating the latest technology and pedagogical methods, Sudikshya aims to empower students to achieve their full academic potential, making quality education more inclusive and effective across the region. Through innovative teaching strategies and a commitment to excellence, Sudikshya is setting a new standard in education, helping students not only to succeed in their studies but also to develop the skills and confidence needed for lifelong learning.
Payment Partners